| <?xml version="1.0" ?> |
| <!DOCTYPE translationbundle> |
| <translationbundle lang="or"> |
| <translation id="130631256467250065">ପରବର୍ତ୍ତୀ ସମୟରେ ଆପଣ ଆପଣଙ୍କ ଡିଭାଇସ୍କୁ ରିଷ୍ଟାର୍ଟ କଲେ ଆପଣଙ୍କର ଥିବା ପରିବର୍ତ୍ତନଗୁଡ଼ିକ କାର୍ଯ୍ୟକାରୀ ହେବ।</translation> |
| <translation id="1838412507805038478">Chromium ଯାଞ୍ଚ କରିଛି ଯେ, <ph name="ISSUER" />ଏହି ୱେବସାଇଟ୍ର ସାର୍ଟିଫିକେଟ୍ ଜାରି କରିଛନ୍ତି।</translation> |
| <translation id="275588974610408078">Chromiumରେ କ୍ରାସ୍ ରିପୋର୍ଟିଂ ଉପଲବ୍ଧ ନାହିଁ।</translation> |
| <translation id="3064346599913645280">ଆପଣ ଏକ ସୁରକ୍ଷିତ Chromium ପୃଷ୍ଠା ଦେଖୁଛନ୍ତି</translation> |
| <translation id="3550966579244642892">Chromium OS, ଏହାର ପ୍ରାରମ୍ଭିକ ସେଟ୍ଅପ୍ ସମ୍ପୂର୍ଣ୍ଣ କରିନାହିଁ।</translation> |
| <translation id="4365115785552740256"><ph name="BEGIN_LINK_CHROMIUM" />Chromium<ph name="END_LINK_CHROMIUM" /> ଭଳି ମୁକ୍ତ ଉତ୍ସ ପ୍ରୋଜେକ୍ଟ ଏବଂ ଅନ୍ୟ <ph name="BEGIN_LINK_OSS" />ମୁକ୍ତ ଉତ୍ସ ସଫ୍ଟୱେର୍<ph name="END_LINK_OSS" /> ଦ୍ୱାରା Chromiumକୁ ତିଆରି କରିବା ସମ୍ଭବ କରାଯାଇଛି।</translation> |
| <translation id="4559775032954821361">Chromium ମେନୁ > |
| <ph name="SETTINGS_TITLE" /> |
| > |
| <ph name="ADVANCED_TITLE" /> |
| > |
| <ph name="PROXIES_TITLE" /> |
| > |
| LAN ସେଟିଂସ୍କୁ |
| ଯାଆନ୍ତୁ ଏବଂ "ଆପଣଙ୍କର LAN ପାଇଁ ଏକ ପ୍ରକ୍ସି ସର୍ଭର ବ୍ୟବହାର କରନ୍ତୁ" ଚେକ୍ବକ୍ସକୁ ଅଚୟନିତ କରନ୍ତୁ।</translation> |
| <translation id="48558539577516920">Chromiumକୁ ଆପଣଙ୍କର ଫାୟାରୱାଲ୍ କିମ୍ବା ଆଣ୍ଟିଭାଇରସ୍ ସେଟିଂସ୍ରେ ନେଟ୍ୱର୍କକୁ ଆକ୍ସେସ୍ କରିବା ପାଇଁ ଅନୁମତି ଦିଅନ୍ତୁ।</translation> |
| <translation id="580822234363523061">Chromium ମେନୁ > |
| <ph name="SETTINGS_TITLE" /> |
| > |
| <ph name="ADVANCED_TITLE" /> |
| > |
| <ph name="PROXIES_TITLE" /> |
| ଯାଆନ୍ତୁ ଏବଂ ଏହା ସୁନିଶ୍ଚିତ କରନ୍ତୁ ଯେ, ଆପଣଙ୍କ କନ୍ଫିଗ୍ରେସନ୍ "ପ୍ରକ୍ସି ନୁହେଁ" କିମ୍ବା "ପ୍ରତ୍ୟେକ୍ଷ"ରେ ସେଟ୍ ହୋଇଛି।</translation> |
| <translation id="6613594504749178791">ପରବର୍ତ୍ତୀ ସମୟରେ Chromiumକୁ ପୁଣି ଲଞ୍ଚ କରିବାବେଳେ ଆପଣ କରିଥିବା ପରିବର୍ତ୍ତନଗୁଡ଼ିକ ଲାଗୁ ହେବ।</translation> |
| <translation id="7861509383340276692">Chromium ମେନୁ > |
| <ph name="SETTINGS_TITLE" /> > |
| |
| <ph name="ADVANCED_TITLE" />କୁ |
| ଯାଆନ୍ତୁ |
| ଏବଂ "<ph name="NO_PREFETCH_DESCRIPTION" />"କୁ ଅଚୟନିତ କରନ୍ତୁ |
| ଯଦି ଏହା ସମସ୍ୟାର ସମାଧାନ କରିପାରିଲା ନାହିଁ, ତେବେ ଉନ୍ନତ କାର୍ଯ୍ୟଦକ୍ଷତା ପାଇଁ ଆମେ ଆପଣଙ୍କୁ ଏହି ବିକଳ୍ପକୁ |
| ପୁନର୍ବାର ଚୟନ କରିବାକୁ ସୁପାରିଶ କରୁଛୁ।</translation> |
| <translation id="8187289872471304532">ଆପ୍ଲିକେସନ୍ସ > ସିଷ୍ଟମ୍ ଅଗ୍ରାଧିକାର > ନେଟ୍ୱାର୍କ > ଅତ୍ୟାଧୁନିକ > ପ୍ରକ୍ସିକୁ ଯାଆନ୍ତୁ ଏବଂ ବଛାଯାଇଥିବା ଯେକୌଣସି ପ୍ରକ୍ସିକୁ ଅଚୟନ କରନ୍ତୁ।</translation> |
| <translation id="8684913864886094367">Chromium ସଠିକ୍ରୂପେ ବନ୍ଦ ହୋଇନଥିଲା।</translation> |
| </translationbundle> |